ଆସାମର ଗୌହାଟୀରେ ପାଣି ପାଇପ୍ ଫାଟିଥିବା ଭିଡିଓକୁ କୋରାପୁଟରେ ବାଦଳଫଟା ବର୍ଷା ହେଉଥିବା ଦାବି ସହିତ ସେୟାର କରା ଯାଉଛି। 

କିଛି ଦିନ ପୂର୍ବରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇଥିବା ସୂଚନା ସାମନାକୁ ଆସିଥିଲା। ଏହି ମଧ୍ୟରେ ସୋସିଆଲ ମିଡିଆର ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଏପରି ପ୍ରତୀତ ହେଉଛି ଯେଉପରି କି ଏକ ସହରରେ ବାଦଳଫଟା ବର୍ଷା ହେଉଛି।  ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଦୃଶ୍ୟ ଆମ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

କ’ଣ ଫୋଟୋରେ ହେଲିକପ୍ଟରଟି ଉତ୍ତରାଖଣ୍ଡ ଭୂଷ୍କଳନ ଉଦ୍ଧାର କାର୍ଯ୍ୟ ପାଇଁ ଏକ ଜେସିବି କୁ ନେଉଛି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ଉତ୍ତରକାଶୀର ଏକ ଫୋଟୋରେ ଗୋଟିଏ ହେଲିକପ୍ଟର ଜେସିବି କୁ ଉଠେଇ ନେଉଥିବା ନଜର ଆସିଛି। ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି ଯେ ନିକଟରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂଷ୍କଳନ ହେବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଏହି ହେଲିକପ୍ଟରଟି ଏକ ଜେସିବି କୁ ନେଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟେଡ୍ ଫୋଟୋ କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର […]

Continue Reading