କ’ଣ ରାସ୍ତାରେ ନମାଜ ପଢୁଥିବା ସମୟରେ ପୋଲିସ ଦ୍ଵାରା ଆକ୍ରମଣର ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ଲୋକେ ରାସ୍ତା ମଝିରେ ନମାଜ ପଢୁଥିବା ସମୟରେ ପୋଲିସର ଏକ ଦଳ ଆସି ତାଙ୍କ ଉପରେ ଆକ୍ରମଣ କରୁଛି। ପୋଷ୍ଟରେ ଦାବି କରା ଯାଇଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର?  ପୋଲିସ ଏବଂ ନମାଜ ପଢୁଥିବା ଜନସାଧାରଣ ଲୋକଙ୍କ ମଧ୍ୟରେ ହେଉଥିବା ଏକ ଝଗଡାର […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଭାରତ ସ୍ବାଦିନ ହେଲା ପରେ, ବିହାରରେ ହେଇଥିବା ଦଙ୍ଗାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଭାରତ ସ୍ଵାଧୀନ ହେଲା ପରେ ଦେଶରେ ଅନେକ ଡଙ୍ଗା ହୋଇଥିଲା। ବିଭିନ୍ନ ଧର୍ମ ଲୋକଙ୍କ ମଧ୍ୟରେ ଘୃଣା ଏବଂ କ୍ରୋଧ ଥିଲା। ଏହା କାରଣରୁ ଦେଶରେ ହୀନାର ପରିବେଶ ସୃଷ୍ଟି ହେଇ ଯାଇଥିଲା। ଏହି ସମ୍ବନ୍ଧରେ 26 ଅଗଷ୍ଟରେ ଜେନ ଫେସବୁକ ୟୁଜର ପଏଣ୍ଟ ଜିରୋ ନାମକ ଫେସବୁକ ଗ୍ରୁପରେ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ 1948 ମସିହାରେ ସବୁଠାରୁ ଭୟଙ୍କର ଡଙ୍ଗା ବିହାର ରାଜ୍ୟରେ ଘଟିଥିଲା। ଏହି ପୋଷ୍ଟରେ ଜଣେ ହିନ୍ଦୁ […]

Continue Reading