କ’ଣ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମରେ କହିଛନ୍ତି ଯେ ତାଙ୍କ କାମ ମହିଳାଙ୍କୁ ସୁରକ୍ଷା ଦେବା ନୁହେଁ, ଗୌମାତାଙ୍କ ସୁରକ୍ଷା କରିବା ଅଟେ?

ଭାରତରେ ବିଜେପି ଶାସନ ଆସିଲା ପରେ ଗୌ ସୁରକ୍ଷା ବିଷୟ ଗୁରୁତ୍ଵ ଧରିଛି। ଅନେକ ସ୍ଥାନରେ ଗୌ ମାଁକ୍ସ ବ୍ୟାପାର କରା ଯାଉଥିଲା ବେଳେ ଅନେକ ଅନ୍ୟ ଧର୍ମ ଲୋକେ ଧାରା ପଡ଼ିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଟ୍ରକ୍ ରେ ଗୌ ଲାଦି ନେଇ ଯାଉଥିଲା ବେଳେ ଗାଡ଼ିକୁ ଜବତ କରିବା ଖବର ମଧ୍ୟ ସାମନାକୁ ଆସିଛି। ଏହି ଘଟନା ନେଇ ବର୍ତମାନ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  […]

Continue Reading

କ’ଣ ଫୋଟୋରେ ଥିବା ଘଟଣା କାଶ୍ମିର? କ’ଣ ଭାରତର ଜାତୀୟ ପତାକା ଉପରେ ଗୌ ହତ୍ୟା କରା ଯାଉଛୁ କାଶ୍ମୀରରେ? ଜାଣନ୍ତୁ ସତ୍ୟ।

୫ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡିଶା ୱ୍ହାତ୍ସ ଅପ ଗ୍ରୁପ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ୪ ଟି ଫୋଟୋ ପୋଷ୍ଟ କରା ଯାଇଅଛି। ପ୍ରଥମ ଫୋଟୋରେ ଗୋଟିଏ ପୁଲିସ ଅଫିସର ହାତରେ ବାଡ଼ି ଧରି ଛିଡ଼ା ହେବା ଦେଖିବା କୁ ମିଳିଛି। ଦୁଇତ୍ୟା ଫୋଟୋରେ କିଛି ଲୋକ ଭାରତର ଜାତୀୟ ପତାକା ଜଳାଉ ଥିବା ଦେଖା ଯାଉଅଛି ଏବଂ ପତାକା ତଳେ ଗୋଟିଏ ଗାଈ ମରି […]

Continue Reading