କ’ଣ ବିଶ୍ଵ କପ୍ ଫାଇନାଲ୍ ରେ ଅଷ୍ଟ୍ରେଲିଆ ଅଧିନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ନ ଜଣାଇ ପୁରସ୍କାର ବିତରଣ ଉତ୍ସବ ଛାଡି ପଳାଇ ଥିଲେ? ଜାଣନ୍ତୁ ସତ୍ୟ। 

୧୯ ନଭେମ୍ବର ରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ କ୍ରିକେଟ୍ ବିଶ୍ଵ କପ୍ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଅହମଦାବାଦରେ ଖେଳା ଯାଇଥିଲା। ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ଵ କପ୍ ଟ୍ରଫି ବିଜେତା ହୋଇଥିଲା। ମ୍ୟାଚ୍ ଶେଷ ହେବା ପରେ ପୁରସ୍କାର ସମାରୋହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ ଟ୍ରଫି ଧରିଥିବାର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାଟ୍ କମିନ୍ସଙ୍କୁ ଦେଖି ମଞ୍ଚରୁ ଦୂରେଇ […]

Continue Reading

କ’ଣ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେଇଥିବା ଫାଇନାଲ୍ ମ୍ୟାଚ୍ ରେ ଦର୍ଶକ ମାନେ ହନୁମାନ ଚାଳିଶା ଜାପ କରିଥିଲେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ କ୍ରିକେଟ୍ ବିଶ୍ଵ କପର ଗୋଟିଏ ମ୍ୟାଚର ଭିଡିଓ ସୋସିଆଲ ମିଡିଆରେ ଭାଇରସଲ ହେବାରେ ଲାଗିଛି। ଷ୍ଟେଡିୟମରେ ଭାରତର ସମର୍ଥକଙ୍କ ମେଳାରେ ଭରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଦର୍ଶକ ମାନେ ଖେଳ ଆରମ୍ଭ ହେବା ପୂର୍ବରୁ ହନୁମାନ ଚାଳିଶାର ଜାପ କରୁଛନ୍ତି।  ଦାବି କରା ଯାଉଛି ଯେ ଦର୍ଶକ ମାନଙ୍କର ଷ୍ଟେଡିୟମରେ ହନୁମାନ ଚାଳିଶା ଜାପ କରୁଥିବା ଏହି ଭିଡିଓ ଭାରଫତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ ସମୟର ଅଟେ।  କ’ଣ […]

Continue Reading