କେଉଁ ମାଧ୍ୟମ ବ୍ୟବହାର କରି ଯିବାଆସିବା କରୁଥିଲେ ପୁରୁଣା କାଳ ପୋଲିସ? କ’ଣ ଏହି ସାଇକେଲଟି ପୋଲିସ ଦ୍ଵାରା ବ୍ୟବହାର କରାଯାଉଥିଲା? କେଉଁ ରାଜ୍ୟ ବା କେଉଁ ଦେଶରେ ଓ କିଏ ବ୍ୟବହାର କରୁଥିଲେ ଏହି ସାଇକେଲଟି କୁ? ଜାଣନ୍ତୁ ସତ।

ଗତ କିଛି ଦିନ ଆଗରୁ ଏହି ପୋଷ୍ଟଟି ଫେସବୁକରେ ଭାଇରାଲ ହୋଈଅଛି। ଏହି ପୋଷ୍ଟଟି କୁ ଫେସବୁକ ର ଓଡ଼ିଆ ଅନାବନା ପେଜରେ ପୋଷ୍ଟ କରାଯାଇଅଛି। ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ଛବିରେ ଥିବା ସାଇକେଲଟି କୁ ପୁରୁଣା କାଳ ପୋଲିସ ବ୍ୟବହାର କରୁଥିଲେ। ଏହି ସାଇକେଲଟି କୁ କେଉଁ ରାଜ୍ୟ ବା କେଉଁ ଦେଶର ପୁଲିସ ବ୍ୟବହାର କରୁଥିବା ବିଷୟରେ କୌଣସି ଟିପ୍ପଣୀ କରା ଯାଇ ନାହିଁ। ମାତ୍ର କିଛି ଘଣ୍ଟା ଭିତରେ […]

Continue Reading