ସମୁଦ୍ରରେ ଫସି ରହିଥିବା ଡଙ୍ଗାର ଏକ ପୁରୁଣା ଭିଡିଓକୁ ବିପର୍ଯ୍ୟୟ ବାତ୍ୟା ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
ଦେଶର ପଶ୍ଚିମ ଉପକୂଳରେ ଆସିଥିବା ବିପର୍ଯ୍ୟୟ ବାତ୍ୟା ଗୁଜୁରାଟ ସହିତ ଅନ୍ୟ କିଛି ରାଜ୍ୟକୁ ମଧ୍ୟ ପ୍ରଭାବୁତ କରିଛି। ଲୋକଙ୍କ ସୁରକ୍ଷା ପାଇଁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରା ଯାଇଥିଲା। ଏହି ବାତ୍ୟା ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପରି ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବାତ୍ୟା ସମୟରେ ସମୁଦ୍ରରେ ଏକ ଡଙ୍ଗା ଫସି ରହିଥିବା ସମୟରେ ଗୋଟିଏ ହେଲିକପ୍ଟରରୁ ଏହି ଦୃଶ୍ୟର ଭିଡିଓ ନିଆଯାଇଛି। ଦାବି […]
Continue Reading