କ’ଣ ଦୈନିକ ଭାସ୍କର ନିଜ ଖବରକାଗଜ ରେ ପ୍ରକାଶିତ କରିଛି ଯେ ଇଣ୍ଡିଆ ଗଠବନ୍ଧନ ନିର୍ବାଚନରେ ସଂଖ୍ୟାଗରିଷ୍ଠ ପାଇବ? ଜାଣନ୍ତୁ ସତ୍ୟତା।
ବର୍ତ୍ତମାନ ସୋସିଆଲ ମିଡିଆରେ ଦୈନିକ ଭାସ୍କର ପତ୍ରିକାର ସ୍କ୍ରିନଶଟ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଖବର ପ୍ରକାଶ ପାଇଛି ଯେ ଆସନ୍ତା ନିର୍ବାଚନରେ ଇଣ୍ଡିଆ ଗଠବନ୍ଧନ ୧୦ ଟି ରାଜ୍ୟରେ ସଂଖ୍ୟାଗରିଷ୍ଠ ପାଇବ। ଏହି ରାଜ୍ୟ ଗୁଡ଼ିକ ହେଉଛି- ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, କର୍ଣ୍ଣାଟକ, ତେଲଙ୍ଗାନା, ରାଜସ୍ଥାନ ଏବଂ କେରଲ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଦୈନିକ ଭାସ୍କର ଏପରି କୌଣସି ଖବର ପ୍ରକାଶ […]
Continue Reading