ଦିଲ୍ଲୀ ବିସ୍ଫୋରଣ ପରେ ରାହୁଲ ଗାନ୍ଧୀ ବିଦେଶ ଯାତ୍ରା ରେ ଯାଇଥିବା ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ଭିଡିଓ ବିସ୍ଫୋରଣ ପୂର୍ବରୁ ଘଟିଥିଲା।
ଜଣେ ମଇଳାଙ୍କ ସହିତ ଏୟାରପୋର୍ଟ ରେ ଚାଲୁଥିବା ସମୟର ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଦିଲ୍ଲୀରେ ବିସ୍ଫୋରଣ ହେବା ପରେ ରାହୁଲ ଗାନ୍ଧୀ ବିଦେହ ଯାତ୍ରା କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକରି ବୋଲି ଜାଣିବାକୁ ପାଇଲା। ଏହା ଦିଲ୍ଲୀ ବିସ୍ଫୋରଣ ପୂର୍ବର ଭିଡିଓ ଏବଂ ରାହୁଲ ଗାନ୍ଧୀଙ୍କ ସହିତ ଥିବା ମହିଳା ହେଉଛନ୍ତି ତାଙ୍କ ଭାଣଜୀ। କ’ଣ ଦାବି କରା ଯାଇଛି […]
Continue Reading
