କ’ଣ ଭାଇରାଲ ଭିଡିଓରେ ଗୁଜୁରାଟ କ୍ରାଇମ୍ ବ୍ରାଞ୍ଚ ଦିଲ୍ଲୀ ଦଙ୍ଗା ଅଭିଯୋଗୀ ମହମ୍ମଦ ସିରାଜକୁ ଗିରଫ କରୁଛି? ଜାଣନ୍ତୁ ସତ୍ୟ।

ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଭିଡିଓ ଗୁଜୁରାଟର ଗୋଟିଏ ଢାବାର ସିସିଟିଭି କ୍ୟାମେରାରେ ରେକର୍ଡ ହେଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ଟେବୁଲରେ କିଛି ଲୋକ ବସିଥିବା ସମୟରେ ସେମାନଙ୍କୁ କିଛି ଲୋକେ ଘେରିଛନ୍ତି। ବସିଥିବା ଲୋକ ମାନଙ୍କ ମଧ୍ୟରୁ ଜଣଙ୍କ ପାଖରୁ ଗୋଟିଏ ବନ୍ଧୁକ ମଧ୍ୟ ବରାମଦ ହୋଇଥିବା ଦେଖିବାକୁ ମିଳିଛି। ପୋଷ୍ଟ ଦାବି ଅନୁଯାୟୀ ଗୁଜୁରାଟ କ୍ରାଇମ୍ ବ୍ରାଞ୍ଚ କର୍ମଚାରୀ ମାନେ ଦିଲ୍ଲୀ ଦଙ୍ଗା […]

Continue Reading

କ’ଣ ଫୋଟୋରେ ଥିବା ଲୋକ ଓ ମହିଳା ଜଣକ ପୂର୍ବତନ କଂଗ୍ରେସ ନେତା ଭିଷମ ଶର୍ମା ଓ ତାଙ୍କ ସ୍ତ୍ରୀ? ଜାଣନ୍ତୁ ସତ।

୨୮ ଫେବ୍ରୁଆରିରେ ଜୟ ପରସୁରାମ ନାମକ ଜଣେ ଫ୍କେବୂକ ୟୁଜର ପଏଣ୍ଟ ଜିରୋ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଲେଖିଛନ୍ତି ଯେ ମୁସଲିମ ଦଙ୍ଗାକାରୀ ହଜାର ହଜାର ସଂଖ୍ୟାରେ ଆସି ଭିଷମ ଶର୍ମାଙ୍କ ସ୍କୁଲ, ଗାଡି, ଘର ସବୁ ଜାଳି ଦେଲେ । ନିଜେ ବି ପରିବାର ସହ ଜୀବନ ବଞ୍ଚାଇ ଖସିଗଲେ । ଆଉ ସେ ଓ ତାଙ୍କର ସ୍ତ୍ରୀ ସବୁ ହରାଇ କାନ୍ଦି ବୁଲୁଛନ୍ତି । ବିଡମ୍ବନାର ବିଷୟ ମୁସଲିମମାନେ ଦେଖିଲେନି […]

Continue Reading