କ’ଣ ଏହି ଭିଡିଓରେ ରାହୁଲ ଗାନ୍ଧୀ ନିଜ ଭାଷଣ ଭୁଲି ସେଠାରୁ ଚାଲି ଗଲେ? ଜାଣନ୍ତୁ ସତ୍ୟ।
ରାଜନୈତିକ ଦଳ ସମର୍ଥକ ମାନେ ପରସ୍ପର ପାର୍ଟି ବିରୋଧରେ ସୋସିଆଲ ମିଡିଆରେ ପୋସ୍ତ କରି ଆସିଛନ୍ତି। ଜଣେ ପରସ୍ପର ସମର୍ଥନ କରୁ ଥିବା ପାର୍ଟିର ନିନ୍ଦା ବା ଥଟା ମଧ୍ୟ କରୁଥିବା ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳେ। ବର୍ତମାନ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କୁ ନେଇ ଏପରି ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଅଛି। ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? 15 ଅକ୍ଟୋବରରେ ଜଣେ […]
Continue Reading