ନବଜାତ ଜନ୍ମପରେ ମୃତ ମାଁକୁ ଦେଖି କାନ୍ଦୁଥିବା ଡାକ୍ତର ଫଟୋର ଜାଣନ୍ତୁ ସତ୍ୟ ।
8 ସେପ୍ଟେମ୍ବରରେ M.M Foundation ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ, ପ୍ରସବ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋବାର ଦେଖି ଡାକ୍ତର କାନ୍ଦୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏହି ଫୋଟୋ ଦୁଇଟିକୁ ଦେଖନ୍ତୁ ! ଦୀର୍ଘ ୧୪ ବର୍ଷ ହେଲା କୋଳରେ ଛୁଆ ଟିଏ ପାଇବା ପାଇଁ ଠାକୁରଙ୍କୁ ଡାକୁଥିଲେ ! ଶେଷରେ ଭଗବାନ ଡାକ ଶୁଣିଲେ ,କିନ୍ତୁ ଅତି ଦୁଃଖର କଥା […]
Continue Reading