କ’ଣ ଭାଇରାଲ ହେଉଥିବା ଏହି ଭିଡିଓ ୟାସ ବାତ୍ୟାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଏହି ମାସ ଭାରତକୁ ଦୁଇଟି ବାତ୍ୟାର ବିନାଶର ସାମନା କରିବାକୁ ପଡ଼ିଛି। ପ୍ରଥମେ ଆରବ ସାଗରରେ ଜନ୍ମ ନେଇଥିବା ଟାଉତେ ବାତ୍ୟା କେରଲ, ମହାରାଷ୍ଟ୍ର ଏବଂ ଗୁଜୁରାତରେ ବିନାଶ ସୃଷ୍ଟି କରି ସାରିଲା ପରେ କିଛି ଦିନ ପୂର୍ବରୁ ବଙ୍ଗୋପ ସାଗରରେ ୟାସ ବାତ୍ୟା ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ପ୍ରଭାବିତ କରିଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଁଟା ୟାସ ବାତ୍ୟା ସମୟରେ ଓଡ଼ିଶାର ବାଲାସୋର ଜିଲାର ଦୃଶ୍ୟ ଦାବି ସହିତ ଭାଇରାଲ […]

Continue Reading