ଏଡିଟ୍ ହୋଇଥିବା ଫଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏପଷ୍ଟିନ୍ ଏବଂ କିଛି ଅନ୍ୟ ମହିଳାଙ୍କ ସହିତ ଠିଆ ହୋଇଥିବା ଦର୍ଶାଉଛି। 

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏପଷ୍ଟିନ୍ ଏବଂ ଅନ୍ୟ କିଛି ମହିଳାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ଏକ ପୁରୁଣା ଫଟୋ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ମହାସମ୍ପାଦକ ଥିଲେ।  ଫଟୋ ସେୟାର କରି ଜେନ ୟୁଜର ଲେଖିଛନ୍ତି, “ରିପୋର୍ଟ ଅନୁଯାୟୀ, ଏହି ଫଟୋଟି ୧୯୯୮ ମସିହାରେ ନ୍ୟୁୟର୍କ ସହରରେ ଏକ ପାର୍ଟିରେ ଉଠାଯାଇଥିଲା, ଯେତେବେଳେ ମୋଦି ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଧାରଣ ସମ୍ପାଦକ […]

Continue Reading

ଆମେରିକାରେ ପ୍ରତିବାଦର ଏକ ପୁରୁଣା ଭିଡିଓକୁ ଏପଷ୍ଟିନ୍ ଫାଇଲ୍ ପ୍ରକାଶ ପାଇବା ପର ଘଟଣା ଦାବି ସହିତ ସେୟାର କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ପ୍ରତିବାଦ କରୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ଏପଷ୍ଟିନ୍ ଫାଇଲ୍ସ ପ୍ରକାଶ ପାଇବା ପରେ ଆମେରିକାର ଲୋକମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାଟକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ ଯାହାର ଏପଷ୍ଟିନ୍ ଫାଇଲ୍ସ ସହିତ କୌଣସି ସମ୍ପର୍କ ନାହିଁ।  କ’ଣ […]

Continue Reading

ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣରେ ଲୋକଙ୍କ ଭିଡ଼ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମର ନାରା ଦେଇନଥିଲେ।

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଆବଶ୍ୟକୀୟ ୨୭୦ ଭୋଟ୍ ହାସଲ କରିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍ ୨୨୪ ପାଇଛନ୍ତି। ବିଗତ ୨୦ ବର୍ଷରେ ସେ ରିପବ୍ଲିକ୍ ପାର୍ଟିର ଦ୍ଵିତୀୟ ନେତା ଯେ ଯିଏ ଦ୍ୱିତୀୟ ଅବଧି ପାଇଁ ରାଷ୍ଟ୍ରପତି ହୋଛନ୍ତି। ଏହା ପୂର୍ବରୁ ରିପବ୍ଲିକ୍ ପାର୍ଟିର ଜର୍ଜ ବୁଶ୍ ୨୦୦୧ ରୁ ୨୦୦୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ଏହି ପ୍ରସଙ୍ଗରେ ନିର୍ବାଚନରେ ​​ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ […]

Continue Reading

କ’ଣ ଡୋନାଲ୍ଡ ଟ୍ରମ୍ଫ ମାରାଡୋନାଙ୍କୁ ମାଡୋନା ଭାବି ଏପରି ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

୨୫ ନଭେମ୍ବର ୨୦୨୦ ରେ ଆର୍ଜେଣ୍ଟିନା ଫୁଟବଲ୍ ଖେଳାଳି ଡିୟେଗୋ ମାରାଡୋନାଙ୍କ ଦେହାନ୍ତ ହେଇଛି। ସେହି ଦିନଠାରୁସୋସିଆଲ ମିଡିଆରେ ବିଭିନ୍ନ ଶ୍ରଦ୍ଧାଞ୍ଜଳି ପୋଷ୍ଟ ପ୍ରସାରିତ ହେଉଛି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଉଛି ଯେଉଁଥିରେ ସେ ମାରାଡୋନା ଏବଂ ଗାୟିକା ମାଡୋନା ମଧ୍ୟରେ ନିଜକୁ ଦ୍ଵନ୍ଦରେ ପାଇଲେ।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? […]

Continue Reading

କ’ଣ ଆମେରକା ଟିକ୍ ଟୋକ ଆପପ୍ ସମ୍ପୁର୍ଣ୍ଣ ବ୍ୟାନ କରିଦେଲା ?

ଗତ କିଛି ଦିନ ହେଲା ଟିକ୍ ଟକ୍ ବବାଦରେ ଘେରି ସହିଛି। ଏହି ଆପ ବିଶ୍ୱର ଅଧିକ ବ୍ୟବହାର କରାଯାଉଥିବା ଆପପ୍ ଅଟେ। ଏହା ସହ ଏହି ଆପରେ ଅମାନ୍ୟକର ଭିଡ଼ିଓ ପୋଷ୍ଟ କରାଯାଉଛି। 18 ବର୍ଷରୁ କମ ବୟଷର ପିଲାମାନେ ମଧ୍ୟ ଏହି ଆପପ ବ୍ୟବହାର କରିବାରୁ ତାଙ୍କ ଉପରେ ଖରାପ ପ୍ରଭବ ପଡୁଛି। ଏଥି ସହ ଟିକ୍ ଟକ ଆପ ଚାଇନାର ହୋଇଥାବରୁ ଲୋକେ େହାକୁ ଏଧିକ ବିରୋଧ କରିବାରେ ଲାଗିଛନ୍ତି। ଏହାକୁ ନେଇ […]

Continue Reading

କ’ଣ କୋରୋନା କୁ ଭୟ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଲୋକଙ୍କୁ ହରେ ରାମ ହରେ କୃଷ୍ଣ ଜପିବାକୁ କହିଲେ? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ଫଙ୍କ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଲୋକ ମାନଙ୍କୁ ହରେ ରାମ ହରେ କୃଷ୍ଣ ଜାପ କରିବା ପାଇଁ କହିଛନ୍ତି। ଆମେ ଏହି ପୋଷ୍ଟର ଫେକ୍ଟ୍ ଚେକ୍ କରିଲୁ।  ଆସନ୍ତୁ ଜାଣିବା ପୋଷ୍ଟର ଦାବି କଣ: ୨୪ ମାର୍ଚରେ ଓଡ଼ିଶା ଭେଦିକ ବ୍ରାହମଣ ପରିଷଦ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି ଜରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଲୋକଙ୍କୁ କୋରୋନା ଭୟରେ […]

Continue Reading