ଶିରିଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ହଜ୍ କମିଟିକୁ ୩୫ କୋଟି ଟଙ୍କାର ଦାନ ଦିଆଯାଇଥିବା ଦାବି ମିଥ୍ୟା।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶିରିଡି ସାଇ ବାବା ଟ୍ରଷ୍ଟ ପକ୍ଷରୁ ହଜ୍ କମିଟିକୁ ୩୫ କୋଟି ଟଙ୍କାର ଦାନ ଦିଆଯାଇଛି। ୟୁଜର ମାନେ ପୋଷ୍ଟ ସେୟାର କରି ନିଜ ନିରାଶା ପ୍ରକାଶ କରିଛନ୍ତି ଯେ ହିନ୍ଦୁ ମାନଙ୍କର ଦାନକୁ ମୁସ୍ଲିମ ମାନଙ୍କୁ ଦିଆ ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଶିରିଡି ସାଇ ବାବା ଟ୍ରଷ୍ଟ ସ୍ପଷ୍ଟ କରିଛି […]

Continue Reading

କ’ଣ ହଳଦୀ ରଙ୍ଗର ଶାଢି ପିନ୍ଧିଥିବା ଏହି ମହିଳା ଅଯୋଧ୍ୟା ରାମ ମନ୍ଦିରକୁ ୫୧ ଲକ୍ଷ ଟଙ୍କା ଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ। 

ହଳଦୀ ରଙ୍ଗ ଶାଢୀ ପିନ୍ଧି ବସିଥିବା ଜଣେ ମହିଳାଙ୍କ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହା ଯାଉଛି ଯେ ଏହି ମହିଳାଙ୍କ ନାମ ଯଶୋଦା ଅଟେ ଏବଂ ସେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୫୧ ଲକ୍ଷ ଟଙ୍କା ଦାନ ଦେଇଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। ଏହି ମହିଳା ରାମ ମନ୍ଦିର ନିର୍ମାଣ ପାଇଁ ନୁହେଁ ବରଂ ବୃନ୍ଦାବନର ଗୋଶାଳା ନିର୍ମାଣ ପାଇଁ ୫୦ ଲକ୍ଷ […]

Continue Reading

ବାଂଲାଦେଶରେ ଅବସ୍ଥିତ ଏକ ମସଜିଦରେ କରାଯାଇଥିବା ଦାନର ଭିଡିଓ ଶିର୍ଡି ସାଇ ମନ୍ଦିର ନାମରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଏକ ଧାର୍ମିକ ସ୍ଥଳରୁ ଦାନ ଦିଆ ଯାଇଥିବା ନଗଦ ଟଙ୍କା ବୋରୀ ମାନଙ୍କରେ ଭାରୁଛନ୍ତି ଏବଂ ତାକୁ ଗଣୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଶିରଡି ସାଇ ମନ୍ଦିରର ଅଟେ ଯେଉଁଟା ମୁସ୍ଲିମ ମାନେ ବୋରୀ ରେ ଭରି ନେଉଛନ୍ତି।  କିନ୍ତୁ ଫ୍ଯାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଶିରଡି ସାଇ ମନ୍ଦିରର ହେଇଥିବା ଦାବି […]

Continue Reading