ପାକିସ୍ତାନ ସଂସଦରେ ଗୋଟିଏ ଗଧ ପ୍ରବେଶ କରିଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି।
ପାକିସ୍ତାନର ସଂସଦରେ ଗୋଟିଏ ଗଧ ପ୍ରବେଶ କରି ସେଠାରେ ହଇ-ଚଇ ସୃଷ୍ଟି କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ସଂସଦ ସଭା ଚାଲୁଥିବା ସମୟରେ ଏକ ଗଧ ସେଠାରେ ଦଉଡ଼ି ପ୍ରବେଶ କରିଲା ପରେ ଏକ ଭୟର ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଭାଇରାଲ ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। ଏହା ଏକ ବାସ୍ତବିକ […]
Continue Reading
