କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ମୁର୍ମୁ, ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କର ଅଟେ? ଜାଣନ୍ତୁ ସତ୍ୟତା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉତ୍ତରପ୍ରଦେଶ ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏବଂ ଏକନାଥ ସିନ୍ଦେ ବୋଲି ଦାବି କରାଯାଇଥିବା ଚାରିଟି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ ଉପରୋକ୍ତ ନେତା ମାନଙ୍କର ଯୁବକ ଥିବା ସମୟର ଫୋଟୋ ଅଟେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। କ’ଣ […]

Continue Reading

କ’ଣ ଏଲ.କେ. ଆଡଭାନୀଙ୍କୁ ଭାରତ ରତ୍ନ ଦେବା ସମୟରେ ରାଷ୍ଟ୍ରପତି ମୁର୍ମୁଙ୍କୁ ବସିବା ପାଇଁ ଚେୟାର ଦିଆଯାଇନଥିଲା? ଜାଣନ୍ତୁ ସତ୍ୟତା। 

ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନଜନକ ଭରତ ରତ୍ନ ପ୍ରଦାନ କରିଥିଲେ। ତାଙ୍କ ଅସୁସ୍ଥତା କାରଣରୁ ମନୋନୀତ ହୋଇଥିବା ନେତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ଭାରତର ରାଷ୍ଟ୍ରପତିଙ୍କର ଟ୍ୱିଟର ଆକାଉଣ୍ଟରେ ଏହି ଅବସରର ଫୋଟୋ ସେୟାର କରାଯାଇଥିଲା। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେହି ଫୋଟୋ ସେୟାର କରି କହିଛନ୍ତି ଯେ ରାଷ୍ଟ୍ରପତି ଠିଆ ହୋଇଥିବାବେଳେ ଚେୟାରରେ ବସି ପ୍ରଧାନମନ୍ତ୍ରୀ ମୋଦୀ […]

Continue Reading

କ’ଣ ରାଷ୍ଟ୍ରପଟି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ ପୁରୁଣା ଏବଂ ନୂତନ ଅଶୋକ ସ୍ତମ୍ବର ତୁଳନା କରି ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନ ଉପରେ ନିର୍ମାଣ ହୋଇଥିବା ଅଶୋକ ସ୍ତମ୍ବର ଉଦ୍ଦଘାଟନ କରିଥିଲେ। ଦେଖିବାକୁ ଗଲେ ଏହି ଅଶୋକ ସ୍ତମ୍ବ ପୁରୁଣା ଅଶୋକ ସ୍ତମ୍ବ ଠାରୁ ଟିକେ ଭିନ୍ନ ବୋଲି ଜଣା ପଡ଼ିଛି। ନୂତନ ଅଶୋକ ସ୍ତମ୍ବରେ ସିଂହର ମୂହ ଅଧିକା ଖୋଲା ଥିବା ଦାବି କରା ଯାଇଛି ଯାହା ଏକ ଗର୍ଜୁ ଥିବା ଭାରାତକୁ ଦର୍ଶାଉଛି ବୋଲି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି।  ଆମକୁ ଦ୍ରୌପଦୀ ମୁର୍ମୁଙ୍କ […]

Continue Reading