ଇସ୍ରାଏଲର ୟେମେନ ଉପରେ ଆକ୍ରମଣର ପୁରୁଣା ଭିଡିଓକୁ ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ ଯୋଡ଼ି ସେୟାର କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବିଶାଳ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହା ସମ୍ପ୍ରତି ରେ ଇରାନର ଦୁବାଇ ଉପରେ ଆକ୍ରମଣର ଏକ ଦୃଶ୍ୟ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ୨୦୨୫ ରେ ଇସ୍ରାଏଲର ୟେମେନ ଉପରେ ଆକରାମନର ଏକ ପୁରୁଣା ଭିଡିଓ ଯାହାକୁ ସମ୍ପ୍ରତି ମଧ୍ୟପ୍ରାଚ୍ୟ ଯୁଧ୍ୟ ଘଟଣା ଦାବି ସହିତ ସେୟାର କରା […]

Continue Reading

ଭାଇରାଲ ଭିଡିଓର ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ। ଭାଇରାଲ ଦାବି ମିଥ୍ୟା। 

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଧ୍ୟ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅନେକ ଇରାନୀ ଡ୍ରୋନ୍ ଆକ୍ରମଣର ଟାର୍ଗେଟ୍ ହୋଇଛି। ୧୬ ମାର୍ଚ୍ଚରେ ହୋଇଥିବା ଏକ ଆକ୍ରମଣ ଫଳରେ ଏକ ଇନ୍ଧନ ଟାଙ୍କିରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ସମସ୍ତ ଉଡ଼ାଣ ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଥିଲା। ନିଆଁ ଏବଂ ଘନ କଳା ଧୂଆଁ କିଲୋମିଟର ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା।  ଏହି ପ୍ରସଙ୍ଗରେ, ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ସ୍ଥାନରେବିଶାଳ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି। […]

Continue Reading

ସାରଜାହର ଏକ ଟାୱାରରେ ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ ଇରାନ ଦ୍ୱାରା ଦୁବାଇର ଏକ ହୋଟେଲକୁ ଟାର୍ଗେଟ କରାଯାଇଥିବା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ନିଆଁ ଲାଗିଥିବା ଏକ ଉଚ୍ଚ ବିଲଡିଙ୍ଗ ଦେଖାଯାଉଛି। ଦାବି କରାଯାଉଛି ଯେ ଏହା ନିକଟରେ ଇରାନ ଦ୍ୱାରା ଦୁବାଇର ଏକ ହୋଟେଲ ଉପରେ ଡ୍ରୋନ୍ ଦ୍ଵାରା ଆକ୍ରମଣର ଦୃଶ୍ୟ। ସମ୍ପ୍ରତି ସମୟରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲୁଥିବା ଯୁଧ୍ୟ ସହିତ ଜଡ଼ିତ ଏହି ଭିଡିଓ ଭାଇରାଲ ହେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାରଜାହର ଏକ ଟାୱାରରେ ଅଗ୍ନିକାଣ୍ଡର […]

Continue Reading

ପୁରୁଣା ଏବଂ ଅସମ୍ପର୍କୀୟ ଭିଡିଓକୁ ଦୁବାଇରେ ଦୀପାବଳୀ ଉତ୍ସବ ପାଳନ ଦାବି ସହିତ ସେୟାର କରା ଯାଉଛି। 

ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ଦୀପାବଳୀରେ ବାଣ ଫଟାଇବା ନେଇ ଦେଶରେ ବିବାଦ ସୃଷ୍ଟି ହୋଇଥିଲା। ଅନେକ ଲୋକ ପର୍ବ ପାଳନକୁ ଗୁରୁତ୍ଵ ଏଇ ବନ ଫଟାଇବାରେ କୌଣସି ପ୍ରତିବନ୍ଧ ନ ଲଗାଇବାକୁ ଜୋର ଦେଇଥିଲେ।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବାଣ ଫୁଟେଇବା ସମୟରେ ରାସ୍ତାରେ ଅନେକ ଲୋକ ଛିଡ଼ା ହୋଇ ଏହାର ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି।  ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଭାରତର […]

Continue Reading

କ’ଣ ଦୁବାଇ ସରକାର ପାକିସ୍ତାନର ସ୍ଵାଧୀନତା ଦିବସ ଦିନ ବୁର୍ଜ ଖାଲିଫାରେ ପାକିସ୍ତାନର ପତକା ଉତ୍ତୋଳନ କରିଲେ ନାହିଁ? ଜାଣନ୍ତୁ ସତ୍ୟ। 

୧୪ ଅଗଷ୍ଟ ରେ ପାକିସ୍ତାନ ନିଜ ସ୍ଵାଧୀନତା ଦିବସ ପାଳନ କରି ଥାଏ। ପ୍ରତ୍ଯେକ ବର୍ଷ ପାକିସ୍ତାନ ହେଉ କିମ୍ବା ଭାରତ, ଦୁବାଇର ବୁର୍ଜ ଖାଲିଫାରେ ସ୍ଵାଧୀନତା ଦିବସରେ ବୁର୍ଜ ଖାଲିଫାରେ ଉଭୟ ଦେଶର ପତକା ଉତ୍ତୋଳନ କରା ଯାଏ।  ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବହୁ ପରିମାଣରେ ଲୋକ ମାନେ ବୁର୍ଜ ଖାଲିଫା ନିକଟରେ ଛିଡା ହୋଇ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଛନ୍ତି। ଭିଡିଓରେ ଆମେ ଜଣେ ମହିଳାଙ୍କୁ […]

Continue Reading

କ’ଣ ଏହି ଫୋଟୋରେ ଦାଉଦ ସହ ବସିଥିବା ମହିଳା ହେଉଛନ୍ତି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାତେ? ଜାଣନ୍ତୁ ସତ୍ୟ।

ଏକ ଅଫିସରେ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଡାଉଡ୍ ଇବ୍ରାହିମଙ୍କ ବିପକ୍ଷରେ ବସିଥିବା ଜଣେ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦାବି କରା ଯାଉଛି ଯେ ଏହା କଂଗ୍ରେସର ପୂର୍ବତନ ସାମ୍ବାଦିକ ତଥା ବର୍ତ୍ତମାନର ମୁଖପାତ୍ର ସୁପ୍ରିୟା ଶ୍ରୀନାତେ ଅଟନ୍ତି ଯିଏ ଗ୍ୟାଙ୍ଗଷ୍ଟର ଡାଉଡ୍ ଇବ୍ରାହିମ ସହ ସାକ୍ଷାତ କରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାତେ ନୁହଁନ୍ତି, ବରଂ ଜଣେ ସାମ୍ବାଦିକ […]

Continue Reading

କ’ଣ ଏହା ନିକଟରେ ମିଶ୍ରିତ ମାର୍ଶଲ ଆର୍ଟ ପ୍ରତିଯୋଗୀତାରେ ପୂଜା ତୋମରଙ୍କ ବିଜୟ ହେବା ଭିଡିଓ କି? ଜାଣନ୍ତୁ ସତ୍ୟ।

୧୯ ନଭେମ୍ବରରେ ଦୁବାଇରେ ଆୟୋଜିତ ମିଶ୍ରିତ ମାର୍ଶଲ ଆର୍ଟରେ ଭାରତର ପୂଜା ତୋମର ବିଶ୍ୱ ଚାମ୍ପିଅନ୍ ହୋଇଥିଲେ। ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଏହି ସମୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ରେଫରି ମ୍ୟାଚ୍‌ର ବିଜେତା ଘୋଷିତ କରୁଛନ୍ତି। ଏହି ଭିଡିଓ ଦୁବାଇରେ ହୋଇଥିବା ବିଜୟର ବୋଲି ଦାବି କରାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓ ପୁରୁଣା ଅଟେ।  କ’ଣ କୁହା […]

Continue Reading

କ’ଣ ପାକିସ୍ତାନ ଉପରେ ଭାରତର ବିଜୟ ଉପରେ ଦୁବାଇ ଶେଖ୍ ମାନେ ବି ଖୁସିରେ ନାଚିଲେ ?

ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚରେ ଭାରତର ବିଜୟକୁ ନେଇ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ଶେଖମାନଙ୍କୁ ଷ୍ଟାଡିୟମରେ ବସି ଉତ୍ସବ ପାଳନ କରୁଥିବା ଦେଖିପାରିବେ। ଭିଡିଓ ସହିତ ଦାବି ହେଉଛି ଯେ ଏସିଆ କପ୍ ମ୍ୟାଚ୍‌ରେ ଶେଖମାନେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟରେ ଖୁସି ହଉଛନ୍ତି। ଏହି ଭିଡିଓ ସେୟାର କରି ଲୋକମାନେ ପାକିସ୍ତାନର ପରାଜୟକୁ ପରିହାସ କରୁଛନ୍ତି।  Dwitikrushna Das ନାମକ ଏକ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି […]

Continue Reading

କ’ଣ ହିଜାବ ପିନ୍ଧିଥିବା ୩ ପୁରୁଷ ଲୋକଙ୍କୁ ଦୁବାଇ ପୋଲିସ ବିମାନବନ୍ଦରରେ ଗିରଫ କରିଛି? ଜାଣନ୍ତୁ ସତ୍ୟ। 

ସାଉଦି ଆରବର ପାରମ୍ପାରିକ ପୋଷାକରେ ମହିଳା ଭାବରେ ଜଣା ପଡୁଥିବା କିଛି ପୁରୁଷ ଲୋକଙ୍କ ଫୋଟୋ ଅନେକ ଅଗ୍ରଣୀ ନ୍ୟୁଜ୍ ୱେବସାଇଟ ଏବଂ ସୋସିଆ ମିଡିଆ ବ୍ୟବହାରକାରୀଙ୍କ ଦ୍ଵାରା ସେୟାର କରା ଯାଉଛି। ଦାବି କରା ଯାଇଛି ଯେ ଦୁବାଇ ବିମାନବନ୍ଦରରେ ତିନି ଜଣ ପୁରୁଷଙ୍କୁ ମହିଳା ଭେଷରେ ଗିରଫ କରା ଯାଇଥିଲା।  ୧୮ ଫେବ୍ରୁଆରିରେ ଜଣେ ଫେସବୁକ ବ୍ୟବହାରକାରୀ କନକ ନ୍ୟୁଜ୍ ର ଏକ ସ୍କ୍ରିନଶଟ୍ ସେୟାର କରି ଦାବି କରିଛନ୍ତି ଯେ ଦୁବାଇ ବିମାନବନ୍ଦରରେ […]

Continue Reading

ଦୁବାଇର ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ଗାଉଛନ୍ତି ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ବିବାଦକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେଥିମଧ୍ୟରୁ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁସ୍ଲିମ ମହିଳାମାନେ ବୁର୍ଖା ପିନ୍ଧି ମସଜିଦରେ ରାମ ଭଜନ ଗାଉଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଭିଡିଓ ଭାରତର ନୁହେଁ ବରଂ ଦୁବାଇର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି […]

Continue Reading