କ’ଣ ସାଧୁ ମାନଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ତାଙ୍କ ଉପରେ ଆକ୍ରମଣ ହେଉଥିବା ଏହି ଘଟଣା ମଧ୍ୟପ୍ରଦେଶରେ ଘଟିଛି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ଭିଡ଼ କିଛି ଲୋକ ଉପରେ ଆକ୍ରମଣ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ମଧ୍ୟପ୍ରଦେଶ ରାଜ୍ୟର ଅଟେ ଯେଉଁଠାରେ ସ୍ଥାନୀୟ ଲୋକେ ୩ ଜଣ ସାଧୁଙ୍କୁ ଶିଶୁ ଅପହରଣକାରୀ ହୋଇଥିବା ସନ୍ଦେହ କରି ମାରୁଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ମଧ୍ୟ ପ୍ରଦେଶର ନୁହେଁ ବରଂ ଚତ୍ତିଶଗଡ ରାଜ୍ୟର ଦୁର୍ଗ ସହରର ଅଟେ। […]
Continue Reading