କ’ଣ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ କହିଥିଲେ ଯେ, ମୋଦିଙ୍କ ପାଇଁ ଚିଲମାନେ ବେରୋଜଗାର ଅଛନ୍ତି?ଜାଣନ୍ତୁ ସତ୍ୟତା।
13 ଫେବୃଆରିରେ Kailash Gupta ନମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟକରିଥିବା ଭିଡିଓରେ ରାହୁଲ ଗାନ୍ଧି ଚିଲକୁ ଦେଖି ବେରୋଜଗାରୀ ହୋଇଥାବର କଥା କହୁଥିବାର ଦେଖା ଯାଉଛନ୍ତି। ରାହୁଲ ଗାନ୍ଧି ଏକ କାର୍ଯ୍ୟକ୍ରମରେ ଆକାଶକୁ ଅନେଇ ଚିଲକୁ କହୁଛନ୍ତି ଯେ, ମୋଦି ସରକାରଙ୍କ କାରଣରୁ ଆକାଶରେ ଉଡୁଥିବା ଚିଲମାନେ ବେରୋଜଗାର ଅଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଜୋରଦାର କଟାକ୍ଷ୍ୟ କରାଯାଇଛି। ଏହା ସହାତ ଭିଡିଓକୁ […]
Continue Reading