ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଅମିତ ଶାହଙ୍କ ପାଦ ଛୁଇଁଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। 

ଗତ କିଛି ମାସ ଧରି ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ଯେ ନିର୍ବାଚନ କମିଶନ ଶାସକ ଦଳକୁ ଭୋଟ ଚୋରିରେ ସହାୟତା କରୁଛନ୍ତି। ଏହି ପ୍ରସଙ୍ଗରେ, ଏକ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଦ ସ୍ପର୍ଶ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏହି ଭିଡିଓଟି ସେମାନଙ୍କ ପାଇଁ ଯେଉଁମାନେ ବିହାର ନିର୍ବାଚନ ଫଳାଫଳ ବିଷୟରେ ବ୍ୟାଖ୍ୟା […]

Continue Reading

ରାଜସ୍ଥାନର ଏକ ପୁରୁଣା ଭିଡିଓକୁ ନିର୍ବାଚନ ଫଳାଫଳ ପରେ ବିହାରରେ ବିଜେପି ଏବଂ ଇସିଆଇ ବିରୋଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।

୨୦୨୫ ବିହାର ବିଧାନସଭା ନିର୍ବାଚନରେ, NDA ୨୪୩ ଆସନରୁ ୨୦୨ ଟି ଜିତି ସ୍ପଷ୍ଟ ବିଜୟ ହାସଲ କରିଥିଲା। ଏହା ମଧ୍ୟରେ, ନିର୍ବାଚନ ଫଳାଫଳ ପରେ ବିହାରରେ ଭାରତୀୟ ନିର୍ବାଚନ କମିଶନ (ECI) ଏବଂ ବିଜେପି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ଦାବି କରି ଏକ ବିଶାଳ ଜନସମାବେଶର ଶୋଭାଯାତ୍ରାରେ ମଶାଲ ଧରି ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା […]

Continue Reading

ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ”: ରାହୁଲ ଗାନ୍ଧୀଙ୍କ ଆଂଶିକ ଭିଡିଓ ଭାଇରାଲ୍

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି, “ମୁଁ ବିରୋଧୀ ଦଳ ନେତା ଏବଂ ମୋର କାମ ସରକାରଙ୍କ ଉପରେ ଚାପ ପକାଇବା। ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଯାଞ୍ଚ ପରେ ଜଣାପଡିଲା ଯେ ଭାଇରାଲ ଭିଡିଓଟି ଅସମ୍ପୂର୍ଣ୍ଣ। ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବିରୁଦ୍ଧରେ କହୁ ନଥିଲେ। କ’ଣ […]

Continue Reading

କ’ଣ ଭାରତ ନିର୍ବାଚନ ଆୟୋଗ ୨୦୨୪ ଲୋକସଭା ନିର୍ବାଚନର ତାରିଖ ସ୍ଥିର କରିଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଅଶଶନତା ଲୋକସଭା ନିରବାଦଚନ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ସ୍ଥାନରେ ଆମେ ରାଜନୈତିକ ଦଳ ରେଲି ଏବଂ ଜନଦାଧାରଣଙ୍କୁ ସଭାରେ ଆମ୍ବୋଧିତ କରୁଥିବା ସୂଚନା ପାଇଛୁ।  ଏହା ମଧ୍ୟରେ ସୋସିଆଲ ମିଡିଆରେ ନିର୍ବାଚନ ତାରିଖ ନେଇ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଭାରତର ନିର୍ବାଚନ ଆୟୋଗ ୨୦୨୪ ମସିହାର ନିର୍ବାଚନ ତାରିଖ ଘୋଷଣା କରିଛି। ଦାବି କରା ଯାଉଛି ଯେ ୧୨ ମାର୍ଚ୍ଚରେ ନିର୍ବାଚନ […]

Continue Reading