କ’ଣ ଭାରତ ନିର୍ବାଚନ ଆୟୋଗ ୨୦୨୪ ଲୋକସଭା ନିର୍ବାଚନର ତାରିଖ ସ୍ଥିର କରିଛି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଅଶଶନତା ଲୋକସଭା ନିରବାଦଚନ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ସ୍ଥାନରେ ଆମେ ରାଜନୈତିକ ଦଳ ରେଲି ଏବଂ ଜନଦାଧାରଣଙ୍କୁ ସଭାରେ ଆମ୍ବୋଧିତ କରୁଥିବା ସୂଚନା ପାଇଛୁ। ଏହା ମଧ୍ୟରେ ସୋସିଆଲ ମିଡିଆରେ ନିର୍ବାଚନ ତାରିଖ ନେଇ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଭାରତର ନିର୍ବାଚନ ଆୟୋଗ ୨୦୨୪ ମସିହାର ନିର୍ବାଚନ ତାରିଖ ଘୋଷଣା କରିଛି। ଦାବି କରା ଯାଉଛି ଯେ ୧୨ ମାର୍ଚ୍ଚରେ ନିର୍ବାଚନ […]
Continue Reading