ତିନି ବର୍ଷ ପୁରୁଣା ଭିଡ଼ିଓକୁ ଲକଡାଉନରେ ବହୁ ସଂଖ୍ୟାରେ ହାତୀ ଆସାମ ରୁ ମେଘାଳୟ ଯାଉଥିବା ଦାବିରେ ଭାଇରାଲ ହେଉଛି।

ଲକଡାଉନ ହେବା ସମୟଠାରୁ ପରିବେଷ କିଛି ମାତ୍ରାରେ ପ୍ରଦୁଷିତ ହେବା କମ ହୋଇଛି। ସୋସିଆଲ ମିଡ଼ିଆରେ ଏପରି କିଛି ଭିଡ଼ିଓ ଏବଂ ଫୋଟୋ ସାମ୍ନାକୁ ଆସିଛି ଯେଉଁଥିରେ ଲକଡାଉନ ସମୟରେ ପଶୁ ପକ୍ଷୀ ବାହାରେ ବୁଲୁଥିବା ଦାବିରେ ଭାଇରାଲ କରାଯାଇଛି। ସେହିପରି 2 ମେ ରେ   News Odisha ନାମକ ଜଣେ ଫେସବୁକ ୟୁଜର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ବହୁ ସଂଖ୍ୟାରେ ହାତି ଏକ ଗାଁରେ  ପ୍ରବେଶ କରୁଥିବାର ଦୃଶ୍ୟ ଦେଖା ଯଆଉଛି। […]

Continue Reading