ଜେଫରି ଏପଷ୍ଟିନ୍ ଏବଂ ଜଣେ ମହିଳାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ AI ଦ୍ଵାରା ତିଆରି କର ଯାଇଛି। 

ନିକଟରେ ଜଣେ ମହିଳା ଏବଂ ଜେଫରି ଏପଷ୍ଟିନ୍ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କର ଯାଉଛି ଯେ ମୋଦୀଙ୍କ ଏହି ଫଟୋ ଏପଷ୍ଟିନ୍ ଫାଇଲ୍ସ ରୁ ଆସିଛି। ଫଟୋ ପୋଷ୍ଟ କରି ଜଣେ ୟୁଜର ଲେଖିଛନ୍ତି, “ଆସିଗଲା  modi ଙ୍କର ଏପଷ୍ଟିନ ସହିତ ଫୋଟୋ, ବହୁତ ଜଲଦି ଭିଡ଼ିଓ ବି ଆସିବ,ଏଇଟା AI ଫୋଟୋ ନୁହେଁ ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ […]

Continue Reading

୧୯୭୫ ଭିଏତନାମ ଯୁଧ୍ୟ ସମୟରେ ନବଜାତ ଶିଶୁ ମାନଙ୍କୁ ଏୟାରଲିଫ୍ଟ କରା ଯାଉଥିବା ଘଟଣାକୁ ଏପଷ୍ଟିନ୍ ଫାଇଲ୍ସ ସହିତ ଯୋଡ଼ି ସେୟାର କରା ଯାଉଛି।

ନିକଟରେ, ଆମେରିକାର ନ୍ୟାୟ ବିଭାଗ ଯୌନ ଅପରାଧୀ ଏବଂ ମାନବ ଚାଲାଣକାରୀ ଜେଫ୍ରି ଏପଷ୍ଟାଇନଙ୍କ ତଦନ୍ତ ସହିତ ଜଡିତ ଲକ୍ଷ ଲକ୍ଷ ପୃଷ୍ଠାର ଡକ୍ୟୁମେଣ୍ଟ, ଭିଡିଓ ଏବଂ ଫଟୋଗ୍ରାଫ ପ୍ରକାଶ କରିଛି। ଏହା ସହିତ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମ୍ପର୍କରେ, ଏକ ଫଟୋ ସେୟାର ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଛୋଟ ପିଲାମାନଙ୍କୁ ବାକ୍ସରେ ରଖୁଥିବା ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହି ଫଟୋଟି ଏପଷ୍ଟିନ୍ ଫାଇଲ୍ସରୁ […]

Continue Reading

ବାରାକ ଓବାମାଙ୍କ ତାଙ୍କ ଭାଣିଜୀଙ୍କ ସହ ଫଟୋକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

ଏପଷ୍ଟିନ୍ ଫାଇଲ୍ସ ଚର୍ଚ୍ଚାରେ ଆସିବା ପରେ ବିଶ୍ଵର ଅନେକ ବଡ଼ ଲୋକ ଏବଂ ନେତା ମାନଙ୍କର ନାମ ସେଥିରେ ସାମନାକୁ ଆସିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଏକ ନାବାଳିକା ଝିଅ ଏବଂ ଏକ କାର୍ଡବୋର୍ଡ ବାକ୍ସ ଭିତରେ ବନ୍ଧା ହୋଇଥିବା ଏକ ନାବାଳିକା ଝିଅର କୋଲାଜ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାରାକ ଓବାମାଙ୍କ ଫଟୋକୁ ସେୟାର କରି ଯୁଆଯର ମାନେ ତାହାକୁ ଏପଷ୍ଟିନ୍ ଫାଇଲ୍ସ ସହିତ ସମ୍ପର୍କ […]

Continue Reading

ଆମେରିକାରେ ପ୍ରତିବାଦର ଏକ ପୁରୁଣା ଭିଡିଓକୁ ଏପଷ୍ଟିନ୍ ଫାଇଲ୍ ପ୍ରକାଶ ପାଇବା ପର ଘଟଣା ଦାବି ସହିତ ସେୟାର କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ପ୍ରତିବାଦ କରୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ଏପଷ୍ଟିନ୍ ଫାଇଲ୍ସ ପ୍ରକାଶ ପାଇବା ପରେ ଆମେରିକାର ଲୋକମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାଟକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ ଯାହାର ଏପଷ୍ଟିନ୍ ଫାଇଲ୍ସ ସହିତ କୌଣସି ସମ୍ପର୍କ ନାହିଁ।  କ’ଣ […]

Continue Reading