ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନରୁ ଯାତ୍ରୀ ମାନଙ୍କୁ ସ୍ଥାନାନ୍ତ କରୁଥିବା ଡେନଭର ସହରର ପୁରୁଣା ଘଟଣାକୁ ଇସ୍ରାଏଲ-ଇରାନ ଯୁଧ୍ୟ ଦାବି ସହିତ ସେୟାର କରା ଯାଉଛି।
ନିକଟରେ, ଏକ ବିମାନରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓକୁ ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଏହା ଇସ୍ରାଏଲୀ ବିମାନବନ୍ଦର ଉପରେ ଇରାନୀ ଆକ୍ରମଣ ପରେ ଇସ୍ରାଏଲୀ ଯାତ୍ରୀମାନଙ୍କୁ ବାହାର କରିବା ଦେଖାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନରୁ ଯାତ୍ରୀ ମାନଙ୍କୁ ସ୍ଥାନାନ୍ତ କରୁଥିବା ଡେନଭର ସହରର ପୁରୁଣା ଘଟଣାକୁ ଇସ୍ରାଏଲ-ଇରାନ ଯୁଧ୍ୟ ଦାବି ସହିତ […]
Continue Reading