ଅରବିନ୍ଦ କେଜ୍ରିୱାଲ କହୁଛନ୍ତି ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ ?
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହୁଥିବାର ଶୁଣିବାକୁ ମିଳୁଛି ଯେ,ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ। ଦାବି କରାଯାଉଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଭିଡିଓ ଏଡିଟିଙ୍ଗ ହୋଇଛି। 18 ମାର୍ଚ୍ଚ Haraprasad Behera ନାମକ […]
Continue Reading