ବାପା-ଝିଅର ବିବାହର ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ସେୟାର କରା ଯାଉଛି।
ଜଣେ ବୟଷ୍କ ଲୋକଙ୍କ ନିକଟରେ ସିନ୍ଦୁର ଏବଂ ଲାଲ ସାଢି ପିନ୍ଧିଥିବା ମହିଳାଙ୍କ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ରେ ସେ ବୟଷ୍କ ଲୋକ କହୁଛନ୍ତି ଯେ ତାଙ୍କ ନିକଟରେ ଛିଡା଼ ହୋଇଥିବା ମହିଳା ହେଉଛନ୍ତି ତାଙ୍କ ଝିଅ ଏବଂ ସେ ମହିଳା କହୁଛନ୍ତି ଯେ ସେ ତାଙ୍କ ପିତାଙ୍କ ସହିତ ବିବାହ କରିଛନ୍ତି। ହିନ୍ଦୁ ରୀତିନୀତି ଏବଂ ପରମ୍ପରା ଅନୁସାରେ ଏକ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା। ଉତ୍ସବ ପରେ, […]
Continue Reading