ଭାଇରାଲ ଫୋଟୋରେ କ’ଣ ମନମୋହନ ସିଂହ ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଛନ୍ତି?
18 ଜାନୁଆରିରେ Amitabh Pradhan ନାମକ ଜଣେ ଫେସବୁକ ୟୁଜର ନିଜ ଆକାଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ ହୋଇଥିବା ଫୋଟୋରେ କୌଣସି ବ୍ୟକ୍ତି ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବାର ଦେଖା ଯାଉଛି। ଏହା ଛଡ଼ା ଫୋଟୋରେ ରାହୁଲ ଗାନ୍ଧି ମଧ୍ୟ ଥିବାର ଦେଖା ଯାଇଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ସୋନିଆ ଗାନ୍ଧିଙ୍କୁ ମୁଣ୍ଡିଆ ମାରୁଥିବା ବ୍ୟକ୍ତି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅଟନ୍ତି। ଫୋଟୋରେ ସୋନିଆ ଗାନ୍ଧିଙ୍କର ବୟଷ 71 […]
Continue Reading