ବିହାର ସିୱାନ ସଦର ହସ୍ପିଟାଲ ବାହାରେ ପଡିଥିବା ମହିଳା କୋରୋନା ରୋଗୀ ନୁହଁନ୍ତି।
କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଅନେକ ଖବର ଏପରି ସାମ୍ନାକୁ ଆସୁଛି ଯେ, ଜାହାର ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା କରାଯାଉଛି। ସୋସିଆଳ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, ବିହାର ରାଜ୍ୟର ସିୱାନ ସଦର ହସ୍ପିଟାଲ ବାହାରେ ଏକ ମହିଳା ରୋଗୀ ଜରୁରୀକାଳୀନ ୱାର୍ଡ ସମ୍ମୁଖରେ ପଡ଼ିଯାଇଥିଲେ। ମହିଳାକୁ କୋରୋନା ହୋଇଥିବା ନେଇ ଦାବି କରାଯାଉଛି। ସକାଳ ଲଗାତାର ବର୍ଷା ହେଉଥିଲା ଏବଂ ମହିଳା ହସ୍ପିଟାଲ ବାହାରେ […]
Continue Reading