କ’ଣ ଏହି ଭିଡିଓରେ ମୁସଲମାନ ମାନେ କଲିକତାରେ କାଲୀ ମନ୍ଦିରରେ ପୂଜା ବନ୍ଦ କରିବା ପାଇଁ ଏକତ୍ର ହେଇଛନ୍ତି? ଜାଣନ୍ତୁ ସତ୍ୟ।
ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦଙ୍ଗାର ଅନେକ ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ଜନସମାଗମ ରାସ୍ତାରେ ଆଲ୍ଲାହ ହୁ ଅକବର ନାରା ଲଗାଉଛନ୍ତି। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହି ଦୃଶ୍ୟ କଲିକତାର ଅଟେ ଏବଂ ଯେଉଁ ମନ୍ଦିରରେ କାଳୀପୂଜା ହେଇଆସୁଥିଲା ସେଠାରେ ଏବେ ପୂଜା ବନ୍ଦ କରିବା ପାଇଁ ମୁସଲିମ ମାନେ ଚିଲଉଛନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ […]
Continue Reading