ମୋଦିଙ୍କ ଚଟାଣ ସଫା କରୁଥିବା ଫଟୋ ଏଡିଟେଡ୍ ଅଟେ।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦାବି କରାଯାଇଛି, ବହୁ ବର୍ଷ ପୂର୍ବେ ମୋଦୀ ଚଟାଣ ସଫା କରୁଥିଲେ। ସେବା କାର୍ଯ୍ୟରେ ସହଯୋଗକୁ ସମ୍ମାନ ମିଳେ ଅଭିଯୋଗକୁ ନୁହେଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  26 ଅକ୍ଟୋବରରେ Manoj Dehury ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଥିଲ୍। ପୋଷ୍ଟରେ ଦାବିକରାଯାଇଛି ଯେ,ବହୁ ବର୍ଷ ପୂର୍ବେ ମୋଦୀ ଚଟାଣ ସଫା […]

Continue Reading

ଚଟାଣରେ ବସି କଦଳୀ ପତ୍ରରେ ଖାଇବା ଭାରତୀୟ ସଂସ୍କୃତିକୁ ନ୍ୟୁଜିଲ୍ୟାଣ୍ଡ ଅନୁସରଣ କରୁଛି କି?

ଧର୍ମକୁ ନାଁରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ।  ଏହା ସହ ଲୋକମାନେ ଏହାକୁ ଅସି ସହଜରେ ବିଶ୍ୱାସ କରିନିଅନ୍ତି। ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲେଗିଛି। ଯେଉଁଥିରେ ଭକ୍ତମାନେ ଚଟାଣରେ ବସି କଦଳି ପତ୍ରରେ ଭୋଜନ କରୁଥିବାର ଦେଖା ଯାଉଛନ୍ତି। ସୋସିଆଲ ମିଡିଆରେ ଏହି ଫୋଟୋ ପୋଷ୍ଟକରି ଦାବି କରାଯାଉଛି ଯେ, ଏହା ନ୍ୟୁଜିଲ୍ୟାଣ୍ଡର ‘ଭାରତୀୟ’ ସଂସ୍କୃତି ଅନୁସରଣ କରୁଥିବା ଲୋକଙ୍କ ଦୃଶ୍ୟ ।  27 ଅଗଷ୍ଟରେ Rukmana […]

Continue Reading