ଭାଇରାଲ ଫଟୋର ବର୍ତ୍ତମାନ ଶିମିଳିପାଳରେ ଲାଗିଥିବା ନିଆଁ ସହ କୌଣସି ସମ୍ପର୍କ ନାହିଁ।

ଗତ 10 ଦିନ ହେଲା ଶିମିଳିପାଳରେ ନିଆଁ ଲାଗିଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଅନେକ ଫଟୋ ଶିମିପାଳରେ ନିଆଁ ଲାଗିଥିବା ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ କରାଯାଉଥିବା ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବା ସ୍ପଷ୍ଟ ହୋଇଛି। 6 ମାର୍ଚ୍ଚରେ Banoj Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଶିମିଳିପାଳ ଜଙ୍ଗଲ ଜଳୁଛି। […]

Continue Reading

କ’ଣ ଉତ୍ତରାଖଣ୍ଡ ଜଙ୍ଗଲରେ ଭୟଙ୍କର ନିଆଁ ଲାଗି ଜିବଜନ୍ତୁ ମରିଛନ୍ତି? ଭାଇରାଲ ଫୋଟୋର ସତ୍ୟତା ଜାଣନ୍ତୁ।

ଅମ୍ପାନ ବାତ୍ୟାପରେ ଏବଂ କୋରୋନା  ସଂକ୍ରମଣ ମହାମାରି ମଧ୍ୟରେ ଅନ୍ୟ ଏକ ଖବର ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଉତ୍ତରାଖଣ୍ଡରେ ନିଆଁ ଲାଗିଥିବାର କିଛି ଫୋଟୋ  ଭାଇରାଲ ହୋଉଛି। ଦାବି କରାଯାଉଛି ଯେ, ଭାଇରାଲ ଫୋଟୋ ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଥିବାର ଫୋଟୋ ଅଟେ। ଫୋଟୋରେ ବଣୁଆ ଘୁଷୁରୀ , ଅନେକ ପଶୁ ଏବଂ ଜଙ୍ଗଲ ଜଳି ଭୟଙ୍କର ରୂପ ନେଇଥିବାର ଦେଖା ଯାଉଛି। ନ୍ୟୁଜ୍ ୱେବସାଇଟ୍ ମଧ୍ୟ ବିଭିନ୍ନ ଫଟୋ ସହିତ ଏକ ରିପୋର୍ଟ ପ୍ରକାଶ […]

Continue Reading

ଓଡ଼ିଶା ଜଙ୍ଗଲରେ ବୁଲୁଅଛି ଏକ ଭୁତ। କେଉଁ ଜଙ୍ଗଲରେ ଦେଖାଇଛି ଏହି ଭୁତ? କ’ଣ ଏହି ଘଟଣାଟି ପ୍ରକୃତରେ ଘଟିଅଛି? ଜାଣନ୍ତୁ ସତ।

ଗତ କିଛି ଦିନରୁ ଭାଇରାଲ ହେଇଥିବା ଏକ ଭିଡିଓରେ ଏହା ଦାବି କରାଯାଇଅଛି ଯେ ଓଡ଼ିଶାର ଗୋଟିଏ ଜଙ୍ଗଲରେ ଧଳା ପୋଷାକ ପିନ୍ଧିଥିବା ଗୋଟିଏ ଭୂତଟି କୁ ଦେଖାଯାଇଅଛି। ଭିନ୍ନ ଭିନ୍ନ ଲୋକ ଏହି ଭିଡିଓଟି କୁ ପୋଷ୍ଟ କରି ନିଜର ଦାବି ପ୍ରସ୍ତୁତ କରିଛନ୍ତି। ମୂଳ ସୂତ୍ରରୁ ଏହା ଜଣା ପଡ଼ିଛି ଯେ ଏହି ଭିଡିଓଟି ଗତ ସପ୍ତାହ ଠାରୁ ବିଭିନ୍ନ ସୋସିଆଲ ମିଡିଆ ଦ୍ଵାରା ଓଡ଼ିଶା ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ଭାଇରାଲ କରାଯାଉଅଛି।  […]

Continue Reading