କ’ଣ ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନଙ୍କ ନୂଆ ନିସ୍ପତି ଅନୁଯାୟି ସପ୍ତାହକୁ ୪ ଦିନ ଓ ଦିନକୁ ୬ ଘଣ୍ଟା କାମ କରିବେ କର୍ମଚାରୀ? ଜାଣନ୍ତୁ ସତ।
ଅଫିସ ଯାଉଥିବା ପ୍ରତ୍ୟେକ କର୍ମଚାରୀଚାରୀଙ୍କ ମନରେ ଏକ ବଡ଼ କ୍ଷୋଭ ରହିଥାଏ। ଆଉ ସେଇଟି ହେଲା, ସପ୍ତାହକୁ ୬ଦିନ କାମ କରିବାକୁ ପଡ଼ୁଥିବା ବେଳେ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ସମୟ ବିତାଇବା ପାଇଁ ସେମାନଙ୍କୁ ମାତ୍ର ଗୋଟେ ଦିନ ମିଳିଥାଏ। ୬ ଜାନୁଆରୀ ରେ ପବ୍ଲିକ ଭଏସ ସାଇଟରେ ଏହା ଦାବି କରା ଯାଇଅଛି ଯେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଏବେ କର୍ମଚାରୀ ମାନଙ୍କୁ ସପ୍ତାହରେ ୪ ଦିନ କାମ କରିବାର ପ୍ରସ୍ତାବ ରଖିଥିବା ଜଣା […]
Continue Reading