କ’ଣ ଏହି ଭିଡିଓରେ ପାକିସ୍ତାନର ଜଣେ ପିତା ନିଜ ଝିଅ ସହିତ ବିବାହ କରି ତାକୁ ନିଜ ଚତୁର୍ଥ ସ୍ତ୍ରୀ କରିଛନ୍ତି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି। ଜଣେ ଦମ୍ପତିଙ୍କ ଫୋଟୋ ସେୟାର କରି ଦାବି କରା ଯାଉହୀ ଯେ ଫୋଟୋରେ ଥିବା ମହିଳା ନିଜ ପିତାଙ୍କ ସହିଇଟ ବିବାହ କରିଛନ୍ତି। ଏହି ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ମୁସ୍ଲିମ ସମ୍ପ୍ରଦାୟ ଲୋକଙ୍କ ବିଷୟରେ ଅପମାନଜନକ ଭାଷା କହୁଛନ୍ତି। ପୋଷ୍ଟ ହେଇଥିବା ଫୋଟୋରେ ଆମେ ଦେଖିଲୁ ଯେ ଏହାକୁ ଭାସ୍କର ୱେବସାଇଟରୁ ନିଆ ଯାଇଛି। ତେଣୁ ଆମେ ଭାସ୍କରର ଫେସବୁକ […]
Continue Reading
