ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ସହ ସମ୍ବିତ ପାତ୍ରଙ୍କ ନାଚୁଥିବାର ଏହି ଫୋଟୋ ନକଲି ଅଟେ ।

ବିକାଶ ଦୁବେ ଏନକାଉଣ୍ଟର ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। 12 ଜୁଲାଇରେ Vicky Bikash Datta Kashyap ନାମକ ଜଣେ ଫେସବୁକ ୟୁଜର ତାଙ୍କ ପୋଷ୍ଟରେ ବିକାଶ ଦୁବେ ଏବଂ ସମ୍ବିତ ପାତ୍ରକୁ ନେଇ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସମ୍ବିତ ପାତ୍ର ଦେଶ ଦ୍ରୋହୀ ବିକାଶ ଦୁବେ ସହିତ ବନ୍ଧୁମିଳନ କରୁଥିବାର ଦୃଶ୍ୟ। ପୋଷ୍ଟ କରାଯାଇଥିବା ଫୋଟୋରେ କୌଣସି ଏକ କାର୍ଯ୍ୟକ୍ରମରେ  ବିକାଶ ଦୁବେ ଏବଂ ସମ୍ବିତ […]

Continue Reading

ଭାଇରାଲ୍ ଫଟୋରେ ସିଏମ୍ ଯୋଗୀଙ୍କ ସହ ଦେଖାଯାଇଥିବା ଏହି ବ୍ୟକ୍ତି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନୁହଁନ୍ତି।

ସୋସିଆଲ ମିଡିଆରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଏକ ଅନ୍ୟ ନେତାଙ୍କ ଫୋଟୋକୁ ଗ୍ୟାଙ୍ଗଷ୍ଟର ବିକାସ ଦୁବେ ହୋଇଥିବା ଦାବିରେ ଭାଇରାଲ କରାଯାଉଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ସହ ଗ୍ୟାଙ୍ଗଷ୍ଟର ବିକାସ ଦୁବେ  ଅଛନ୍ତି। ବିଜେପି ନେତାଙ୍କ ସହ ଗ୍ୟାଙ୍ଗଷ୍ଟରଙ୍କ ସମ୍ପର୍କ ରହିଛି। 5 ଜୁଲାଇରେ Pravhat Pnigrahi ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖା ଯାଇଛି। ଆତଙ୍କବାଦୀ ବିକାଶ ଦୁବେ […]

Continue Reading