ଗେଟୱେ ଅଫ୍ ଇଣ୍ଡିଆରେ ଲହଡ଼ି ମାରୁଥିବାର ପୁରୁଣା ଭିଡିଓ ମୁମ୍ବାଇର ଏକ ସାମ୍ପ୍ରତିକ ଭିଡିଓ ଭାବରେ ଭାଇରାଲ ହେଉଛି।
ମୁମ୍ବାଇରେ ଲଗାତାର ପ୍ରବଳ ବର୍ଷା ଜାରି ରହିଥିଲା, ଯାହାଦ୍ୱାରା ବାସିନ୍ଦାଙ୍କ ସାଧାରଣ ଜୀବନଯାତ୍ରାକୁ ସମସ୍ଯା ହୋଇଥିଲା। ଆଇଏମଡି (ଭାରତ ପାଣିପାଗ ବିଭାଗ) ଏକ ଅରେଞ୍ଜ ଆଲର୍ଟ ଜାରି କରିଥିଲା, ଯେଉଁଥିରେ ମହାନଗରର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା। ଏହି ପ୍ରସଙ୍ଗରେ ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରେ ବନ୍ୟା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଗେଟୱେ ଅଫ୍ ଇଣ୍ଡିଆ ଉପରେ ଶକ୍ତିଶାଳୀ ଲହଡ଼ି […]
Continue Reading