ଭୂତ ବ୍ୟାୟାମ କରୁଥିବା ଭିଡିଓର ରହସ୍ୟ କ’ଣ?
ସୋସିଆଲ ମିଡ଼ିଆରେ ଏକ ଭିଡ଼ିଆ ଭାଇରାଲ ହେଉଛି। ଯେଉଁଥିରେ ଏକ ଭୂତ ବ୍ୟାୟାମ କରୁଥିବା ଦାବିରେ ଭାଇରାଲ କରାଯାଉଛି। ଭିଡ଼ିଓରେ ବ୍ୟାୟାମ ଉପକରଣ ଜାଗାରେ କେହି ବସିଥିବା ପରି ମନେ ହେଉନାହିଁ। ତେଣୁ ଭୂତ ବ୍ୟାୟାମ କରୁଥିବା ଗୁଜବ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି। କିଛି ପୋଲିସ କର୍ମଚାରୀ ମୋବାଇଲରେ ଏହି ଉପକରଣର ସୁଟିଂ କରୁଛନ୍ତି। ସୋସିଆଲ ମିଡ଼ିଆରେ ଲୋକମାନେ ଏକ ଭୂତ ବ୍ୟାୟାମ କରୁଛି ବୋଲି କହି ଭାଇରାଲ କରୁଛନ୍ତି। ଏହି ଭିଡ଼ିଓ Gouranga patra […]
Continue Reading