କ’ଣ ଏହି ବ୍ୟକ୍ତି ତାଙ୍କ ସମସ୍ତ ଦାନ୍ତ ବାହାର କରି ନିଜ ଗର୍ଲଫ୍ରେଣ୍ଡ ପାଇଁ ଏକ ଦାନ୍ତ ହାର ତିଆରି କରି ଉପହାର ଦେଇଥିଲେ ?

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଫଟୋ ସେୟାର କରି ଦାବି କରାଯାଉଛି ଯେ ଜଣେ ଇଜିପ୍ଟୀୟ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ତାଙ୍କ ପ୍ରତି ଥିବା ପ୍ରେମକୁ ଏକ ଅନନ୍ୟ ଉପାୟରେ ଉପହାର ଦେବା ପାଇଁ ତାଙ୍କର ସମସ୍ତ ଦାନ୍ତ ବାହାର କରି ହାର ବନାଇ ଦେଇଥିଲେ। ଭାଇରାଲ ଫୋଟୋରେ ଜଣେ ବ୍ୟକ୍ତି ଦେଖା ଯାଉଛନ୍ତି। ଯେଉଁଥିରେ ତାଙ୍କ ଦାନ୍ତ ନାହିଁ। ଅନ୍ୟ ପଟେ ଦାନ୍ତର ହାର ଦେଖିବାକୁ ମିଳୁଛି। Mu Odia ନାମକ ଜଣେ ଫେସବୁକ ୟୁଜର […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ମାହାତ୍ମା ଗାନ୍ଧୀ ନିଜ ଗାର୍ଲଫ୍ରେଣ୍ଡ ସହିତ ଅଛନ୍ତି? ଯାନତୁ ସତ୍ୟ।

ବିଗତ କିଛି ବର୍ଷ ଧରି ସୋସିଆଲ ମିଡିଆରେ ମାହାତ୍ମା ଗାନ୍ଧୀଙ୍କର ଗୋଟିଏ ଫୋଟୋ ବହୁତ ଭାଇରାଲ ହେଉଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ମାହାତ୍ମା ଗାନ୍ଧୀ ଜଣେ ଯୁବତୀଙ୍କ ସହିତ ଅଛନ୍ତି। ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ବିଷୟରେ ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଅଛି? ୭ ଅକ୍ଟୋବର ୨୦୨୦ ରେ ଜଣେ ଫେସବୁକ ୟୁଜର ବାବୁଷାନ ଫ୍ୟାନ କ୍ଲବ ନାମକ ଫେସବୁକ ପେଜରେ […]

Continue Reading