କଣ ଛେଳି ମାସ୍କ ପିନ୍ଧି ନ ଥିବାରୁ କାନପୁର ପୋଲିସ ଛେଳିକୁ ଗିରଫ କରାଯାଇଥିଲା?
28 ଜୁଲାଇରେ Pramaya ନ୍ୟୁଜ ପେଜରେ ଏକ ଖବର ପ୍ରକାଶିତ ରାଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ, ଏକ ଛେଳି ମାସ୍କ ନ ପିନ୍ଧିଥିବାରୁ କାନପୁର ପୋଲିସ ଛେଳିକୁ ଗିରଫ କରିଛି। ପୋଷ୍ଟରେ ଲେଖା ଯାଇଛି ଯେ, ସଟ୍ଡାଉନ ସମୟରେ ଗୋଟିଏ ଛେଳି ମାସ୍କ ନ ପିନ୍ଧି ବାହାରେ ବୁଲୁଥିବା କାରଣରୁ ପୁଲିସ ତାକୁ ଅଟକ ରଖିଥିବା ଜଣାପଡିଛି । ୪ରୁ ୫ ଜଣ ପୁଲିସ ଛେଳିକୁ ଚାରିପଟୁ ଘେରି ଜିପ୍ରେ ଜବରଦସ୍ତି ଭାବେ ଭର୍ତ୍ତି କରି […]
Continue Reading