କ’ଣ ଏହି ଜୀବଟି ଓଡ଼ିଶାରେ ଦେଖା ଯାଇଥିଲା? କିଏ ଏହି ଜୀବ ଆଉ କ’ଣ ସତରେ ଏହାର ଆତଙ୍କ ଓଡ଼ିଶା ବାସୀଙ୍କୁ ଡରାଇ ରଖି ଥିଲା? ଜାଣନ୍ତୁ ସତ୍ୟ ଘଟଣା।

ଜୁନ ୯, ୨୦୧୭ ମସିହାରେ TV9 Kannada ଚ୍ଯାନେଲ ଏହା ଦାବା କରିଥିଲା ଯେ ଏହି ଜୀବଟି ଓଡ଼ିଶାରେ ୧୦୦ ମେଣ୍ଢାଙ୍କ ହତ୍ୟା ଓ ରାତ୍ରି ସମୟରେ ମଣିଷ କୁ ବି ଘାତ ପହଞ୍ଚାଇଥିଲା। ଏହି ଜୀବ ଦେହର ତଳ ଅଙ୍ଗ  ଗୋଟିଏ ଛେଳି ପରିକା ଓ ଦେହ ର ଉପର ଅଙ୍ଗ ମନୁଷ୍ୟ ବୋଲି ଦାବି କରାହୋଇଅଛି ଏବଂ ଏହାର ଚେହେରାଟି ଦେଖିବାକୁ ମଣିଷ ପରିକା  କିନ୍ତୁ ମୁଣ୍ଡରେ ଦୁଇଟା ସିଙ୍ଘ ଅଛି ବୋଲି ଦାବି […]

Continue Reading