ଓଡ଼ିଶା ସରକାର 14 ଦିନ ଲକଡାଉନ ଘୋଷଣା କରି ନାହିଁ, ବର୍ଷେ ପୁରୁଣା ଭିଡିଓ ମିଥ୍ୟା ଦାବିରେ ଭାଇରାଲ

ଦେଶରେ କୋରୋନା ଭୟ ପୁଣିଥରେ ଦେଖା ଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ସରକାର ଲକଡାଉନ କରିଥିବା ନେଇ କିଛି ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ 5 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଲକଡାଉନ ହେବା ନେଇ ଦାବି କରାଯାଇଛି। ଲକଡାଉନରେ କେତକ କଟକଣା ଲାଗାଯାଇଛି, ଯାହାକୁ ନେଇ ଏବେ ଚିନ୍ତାର ବିଷୟ ପାଲଟି ଯାଇଛି।  ZEO TV ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ୫ ତାରିଖରୁ […]

Continue Reading

ମୋଦୀ ସରକାର ସ୍କୁଲ ବହୀ ଉପରେ ଲଗାଇବ ନାହିଁ ଜିଏସଟି ଟ୍ୟାକ୍ସ ।

କୋରୋନା ମାହାମିର ସମୟରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଥିବା ବଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଉପରେ ମଧ୍ୟ  ପ୍ରଭାବ ପକାଇଛି। ଏବେ ସୋସିଆଲ ମିଡିଆରେ ଅନ୍ୟ ଏକ ଖବର ଭାଇରାଲ ହେବାରେ ଲିଗିଛି ଯେ, ମୋଦି ସରକାର ଏବେ ସ୍କୁଲ ଛାତ୍ରଙ୍କ ବହିରେ ଟ୍ୟାକ୍ସ ଲଗାଇଛନ୍ତି। ସ୍କୁଲ ବହିରେ ଟ୍ୟାକ୍ସ ଲଗାଇଲାବାଲା ପ୍ରଥମ ଦେଶ ହେଉଛି। ଏହାକୁ ନେଇ ଅଭିଭାବକ ଚିନ୍ତାରେ ଅଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପାଇଲୁ।  8 ଅକ୍ଟୋବରରେ […]

Continue Reading

2019 ଫୋଟୋକୁ ଅମ୍ପାନ ବାତ୍ୟାରେ ରାସ୍ତା ଉଡ଼ିଯିବା ଦାବିରେ ଭାଇରାଲ ହେଉଛି।

20 ମେ ରେ ଓଡ଼ଶା ସମେତ ପଶ୍ଚିମବଙ୍ଗରେ ଭୟଙ୍କର ବାତ୍ୟା ଅମ୍ପାନ୍ ହୋଇଥିଲା। ଏଥିରେ ଅନେକ କ୍ଷୟକ୍ଷଚି ହେବା ସହ ଲୋକଙ୍କର ଘର ମଧ୍ୟ ନଷ୍ଟ ହୋଇଛି। ବାତ୍ୟା ସମ୍ଭନ୍ଧିୟ ଅନେକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଉଛି। ଏଥି ମଧ୍ୟରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ରାସ୍ତା ପିଚୁ ଉଡ଼ି ଯାଇଥିବାର ଦେଖା ଯାଉଛି। Bindash Odia ନାମକ ଏକ ପୋଜରେ ଏହି ଫୋଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯଇଛି ଯେ, ବାତ୍ୟା […]

Continue Reading