ଭାଇରାଲ ଭିଡିଓରେଥିବା ପିଲା ଭାରତ ରତ୍ନା ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରାଜ ଯୋଶୀ କି?

ସୋସିଆଲ ମିଡିଆରେ ଜଣେ ପିଲା ଗୀତ ଗାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଭିଡିଓରେଥିବା ପିଲା ଭାରତ ରତ୍ନା ପଣ୍ଡିତ ଭୀମସେନ ଯୋଶୀଙ୍କ ନାତି ବିରଜ ଯୋଶୀ ଅଟନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ପିଲା ହେଉଛି ସିଲିଗୁରି ଭିତ୍ତିକ ଆର୍ଯ୍ୟ ବାନିକ୍।  4 ସେପ୍ଟେମ୍ବର ରେ Prithwi Nath Mukharji ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

ମୋଦୀ ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଥିଲେ?

2020 ରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା କୃଷକ ବିଲ୍ ବିରୋଧରେ ହଜାର ହଜାର କୃଷକ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଛନ୍ତି। କିନ୍ତୁ ଏତେ ଶିତରେ ଦିଲ୍ଲୀର ପ୍ରତିବାଦ କରୁଥିବା କୃଷକଙ୍କ ସହ ଦେଖା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ। ଆମ […]

Continue Reading