ଏହି ଭାଇରାଲ କବର ହାଇଦ୍ରାବାଦର ଅଟେ ପାକିସ୍ତାନର ନୁହେଁ, ବଳାତ୍କାର ଭୟ ଯୋଗୁଁ ଏହାକୁ ପକାଯାଇଛି କି?
ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଫୋଟୋ ହାଇଦ୍ରାବାଦର ଅଟେ ଏବଂ ଏହାର ପାକିସ୍ତାନ ଏବଂ ବଳାତ୍କାର ସହିତ କୌଣସି ସଂପର୍କ ନହିଁ। ସୋସିଆଲ ମିଡିଆ ଏବଂ ନ୍ୟୁଜ ୱେବସାଇଟରେ ଏକ ଖବର ଭାଇରାଲ ହେଉଛି। ଦାବି କରାଯାଇଛି ଯେ ପାକିସ୍ତାନର ଲୋକମାନେ ଝିଅମାନଙ୍କ କବର ବନ୍ଦ କରି ସେମାନଙ୍କୁ ବଳାତ୍କାରକାରୀଙ୍କଠାରୁ ରକ୍ଷା କରୁଛନ୍ତି । ଏହା ସହିତ ଏକ ଫଟୋ ଶେୟାର କରାଯାଉଛି। ସେଥିରେ ଏକ କବର ଉପରେ ସବୁଜ ରଙ୍ଗର କବାଟ ଅଛି ଯେଉଁଥିରେ […]
Continue Reading