କ’ଣ ଯାମିଆ ଛାତ୍ର ବିଗତ ଦିନ ଯାମିଆର ଗୁଳିଚାଳନାରେ ଆହାତ ହେବା ନାଟକ କରୁଛନ୍ତି? କ’ଣ ତାଙ୍କ ଆହତ ହେବା ଗୋଟିଏ ମିଥ୍ୟା? ଜାଣନ୍ତୁ ସତ।

ଜାମିଆରେ ସିଏଏ ଓ ଏନ.ଆର.ସି ବିରୁଦ୍ଧରେ ଧାରଣା ଦେଉ ଥିବା ସମୟରେ ଗୋଟିଏ ଗୁଳିଚାଳନା ଘଟଣାରେ ଜେନ ଚତ୍ରଙ୍କ ମୃତ୍ୟୁ ହୋଇଅଛି ଏବଂ ଅନ୍ୟ ଗୋଟିଏ ଛାତ୍ରକୁ ଆଘାତ ପହଞ୍ଚିଛି। ଏହି ସବୁ ମିଡିଆ ଓ ପୋଲିସ ଉପସ୍ଥିତ ଥିବା ସମୟରେ ଘଟିଥିଲା ଓ ବର୍ତମାନ ସୋସିଆଲ ମିଡିଆରେ ଏହାର ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏପରି କିଛି ଫୋଟୋରେ ଆଘାତ ହୋଇଥିବା ଛାତ୍ର ହାତରେ ଗୋଟିଏ ଲାଲ ରଙ୍ଗ ବୋତଲ ଦେଖିବାକୁ ମିଳିଛି। ଏହି […]

Continue Reading