ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଅମିତ ଶାହଙ୍କ ପାଦ ଛୁଇଁଥିବା ଭିଡିଓ AI ବ୍ୟବହାର କରି ତିଆରି କରା ଯାଇଛି। 

ଗତ କିଛି ମାସ ଧରି ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି ଯେ ନିର୍ବାଚନ କମିଶନ ଶାସକ ଦଳକୁ ଭୋଟ ଚୋରିରେ ସହାୟତା କରୁଛନ୍ତି। ଏହି ପ୍ରସଙ୍ଗରେ, ଏକ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଦ ସ୍ପର୍ଶ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏହି ଭିଡିଓଟି ସେମାନଙ୍କ ପାଇଁ ଯେଉଁମାନେ ବିହାର ନିର୍ବାଚନ ଫଳାଫଳ ବିଷୟରେ ବ୍ୟାଖ୍ୟା […]

Continue Reading