ସୋମନାଥ ମନ୍ଦିରରେ ହିରଜନଙ୍କ ପ୍ରବେଶ ନିସେଦ୍ଧ ଦାବିରେ ଭାଇରାଲ ହେଇଥିବା ଖବର ପୁରୁଣା ଅଟେ।
13 ଅଗଷ୍ଟରେ Amitabh Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ନ୍ୟୁଜ ପେଜ ପେଷୋଟ କରିଛନ୍ତି। ଏବଂ ଦାବି କରିଛନ୍ତି ଯେ, ଗୁଜୁରାତ ସୋମନାଥ ମନ୍ଦିରରେ ହରିଜନଙ୍କ ପ୍ରହବେଶ ନିସେଦ୍ଧ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ତେବେ ଭାଇରାଲ ଖବର କେବେର ଏବଂ କଣ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ତଳେ ପୋଷ୍ଟର ଲିଙ୍କ […]
Continue Reading