କ’ଣ ଭିଡିଓରେ ଜଣସାଧାରଣଙ୍କ ଠାରୁ ମାଡ଼ ଖାଉ ଥିବା ବ୍ୟକ୍ତି ବିଜେପି ସାଂସଦ ହର୍ଷବର୍ଧନ ଅଟନ୍ତି? କ’ଣ ଏହି ଘଟଣା ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।
୨୮ ସେପ୍ଟେମ୍ବର ରେ ଜଣେ ଫେସବୁକ ୟୁଜର ଆପ୍ ଭଦ୍ରକ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଭିଡ଼ ଜମିଥିବା ଲୋକେ ଜଣେ ବ୍ୟକ୍ତିଙ୍କୁ ପିଟୁଛନ୍ତି। ଏହି ସମୟରେ ପୋଲିସ ମଧ୍ୟ ଉପସ୍ଥିତ ଥିଲା ଏବଂ ଭିଡ଼ରୁ ମାଡ଼ ଖାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଚେଷ୍ଟା କରୁଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ମାଡ଼ ଖାଉଥିବା ବ୍ୟକ୍ତି ବିଜେପି ସାଂସଦ […]
Continue Reading