ନିଶା ଅବସ୍ଥାରେ ଗୋଟିଏ କାର ଟ୍ରାଫିକ୍ ପୋଲିସ କୁ ରାସ୍ତାରେ ଟାଣି ନେଉଥିବା ଘଟଣା ରାଜସ୍ଥାନର ନୁହେଁ ହରିୟାଣାର ଅଟେ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ତୀବ୍ର ଗତିରେ ଯାଉଥିବା କାର୍ କୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ଟ୍ରଫିକ୍ ପୋଲିସ କୁ ତାହା ଟାଣି ନେଉଛି। କିଛି ଦୂର ଗଲା ପରେ ସେହି କାର୍ ରାସ୍ତା କଡ଼ରେ ଥିବା ଫୁଟପାଥ୍ ରେ ଧକ୍କା ମଧ୍ୟ ହେଉଛି। ତାହା ପରେ କିଛି ଲୋକଙ୍କ ସାହାଯ୍ୟ ରେ ପୋଲିସ ଉଭୟ ଡ୍ରାଇଭର କୁ ନେଇ ଥାନା ନେଉଛି। ଦାବି କରା ଯାଉଛି ଯେ […]
Continue Reading