ସିଏମ୍ ଯୋଗୀ ହାଥରସ୍ ପିଡ଼ିତାର ଅନ୍ତିମ ସଂସ୍କାରର ଲାଇଭ୍ ଭିଡିଓ ଦେଖୁଛନ୍ତି କି ?
ଉତ୍ତରପ୍ରଦେଶର ହାଥରସରେ ଗଣଦୁଷ୍କର୍ମି ମାମଲା ସାମ୍ନାକୁ ଆସିଲା ପରଠାରୁ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଏକ ଫଟୋ ସେୟାର କରାଯାଉଛି। ଯେଉଁଥିରେ ସିଏମ ଯୋଗୀ ଲାପଟପ୍ ସାମ୍ନାରେ ବସିଥିବାର ଦେଖିବାକୁ ମିଳୁଛି ଏବଂ ଲ୍ୟାପଟୋପରେ କିଛି ଜଳୁଥିବାର ଚିତ୍ର ଦେଖାଯାଉଛି। ପୋଷ୍ଟ ଦାବି କରିଛି ଯେ, ସିଏମ୍ ଯୋଗୀ ହାଥରସ୍ […]
Continue Reading