କ’ଣ ଭାଇରାଲ ହେଉଥିବା ଫୋଟୋ ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ,
ତାଲିବାନ ଆଫଗାନିସ୍ତାନ ଦାଖଲ କରିବା ପରେ ସମା ଘଟଣା ସମ୍ପର୍କରେ ଅନେକ ପୋଷ୍ଟ ଏବଂ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ନିକଟରେ ଏପରି ଏକ ପୋଷ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ପିଲାମାନଙ୍କ ସହିତ କିଛି ଲୋକେ ବନ୍ଧୁକ ଧରି ଛିଡା ହୋଇଛନ୍ତି। ଏହି ଫୋଟୋ ଆଫଗାନିସ୍ତାନର ବୋଲି ପୋଷ୍ଟରେ ଦାବି କରା ଯାଇଅଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। Facebook | Archive ଆମ ଅନୁସନ୍ଧାନ: ଆମ […]
Continue Reading