ମୁସ୍କାନ ଖାନଙ୍କ ସାହସିକତାକୁ ଅଭିନନ୍ଦନ ଜଣାଇବା ପାଇଁ ବୁର୍ଜ ଖଲିଫାରେ ତାଙ୍କ ଫଟୋ ଆଲୋକିତ କରାଯାଇଥିଲା ?
ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକ ଥିବା ଏକ କଲେଜରେ ମୁସ୍କାନ ଖାନ ନାମକ ଜଣେ ବୁର୍ଖା ପିନ୍ଧିଥିବା ଛାତ୍ରଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ଅନେକେ ତାଙ୍କୁ ‘କର୍ଣ୍ଣାଟକରେ ପ୍ରୋ-ହିଜାବ ବିରୋଧର ଚେହେରା’ ବୋଲି କହିଥିଲେ। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରାଯାଇ ଦାବି କରାଯାଉଛି ଯେ, ମୁସ୍କାନ ଖାନଙ୍କ ସାହସିକତାକୁ ଅଭିନନ୍ଦନ ଜଣାଇବା ପାଇଁ ବୁର୍ଜ ଖଲିଫାରେ ତାଙ୍କ ଫଟୋ ଲଗାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି […]
Continue Reading